ଲସ୍କର-ଏ-ତୋଏବାର କମାଣ୍ଡରଙ୍କୁ ଗୁଳି କରି ହତ୍ୟା ନୂଆଦିଲ୍ଲୀ : ଭାରତର ଆଉ ଏକ ଶତ୍ରୁକୁ ହଟାଇ ଦିଆଯାଇଛି । ପାକିସ୍ତାନରେ ‘ଲସ୍କରଏ-ତୋଏବା’ର ବରିଷ୍ଠ କମାଣ୍ଡର ଆଦ୍ନାନ୍ ଅହମ୍ମଦ ତଥା ହଞ୍ଜ୍ଲା ଆଦ୍ନାନ୍କୁ ଗୁଳି କରି ହତ୍ୟା କରାଯାଇଛି । କରାଚିରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଲସ୍କର ଆତଙ୍କବାଦୀ ହଞ୍ଜ୍ଲା ମୃତ୍ୟୁ ହୋଇଛି । ସେ ୨୦୧୫ ରେ ଉଧମପୁର, ଜାମ୍ମୁ କାଶ୍ମୀର ଏବଂ ୨୦୧୬ ରେ ପମ୍ପୋରରେ ଉଜଚୠ କନଭେନ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ । ରିପୋର୍ଟରେ ଉଲ୍ଲେଖ ଅଛି, ‘ମାଷ୍ଟରମାଇଣ୍ଡ୍’ ‘ଲସ୍କର-ଏ-ତୋଏବା’ର ମୁଖ୍ୟ ହାଫିଜ୍ ସଇଦଙ୍କ ଘନିଷ୍ଠ ସହଯୋଗୀ ଆଦନାନଙ୍କୁ ଡିସେମ୍ବର ୨ ତାରିଖ ରାତିରେ ତାଙ୍କ ବାସଭବନ ବାହାରେ ଗୁଳି ମାରି ହତ୍ୟା କରାଯାଇଛି । ଗୁଳି ଚୋଟରେ ଆହତ ହୋଇଥିବା ହଞ୍ଜ୍ଲାଙ୍କୁ କରାଚୀସ୍ଥିତ ପାକିସ୍ତାନୀ ସେନା ଡାକ୍ତରଖାନାକୁ ନିଆଯାଇଥିଲା ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି । ସେଠରେ ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୫ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଲା । ସ୍ମରଣଯୋଗ୍ୟ, ୨୦୧୫ରେ ହଞ୍ଜ୍ଲା ଆଦ୍ନାନ୍ ଉଧମପୁରରେ ‘ବିଏସ୍ଏଫ୍’ ଗାଡ଼ି ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିଲେ । ଏହି ଆକ୍ରମଣରେ ୨ଜଣ ‘ବିଏସ୍ଏଫ୍’ ଯବାନ ସହିଦ ହୋଇଥିଲେ ଓ ଆଉ ୧୩ଜଣ ଯବାନ ଆହତ ହୋଇଥିଲେ । ‘ସେହିପରି, ୨୦୧୬ରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପାମ୍ପୋର ଅଞ୍ଚଳରେ ‘ସିଆରପିଏଫ୍’ ଗାଡ଼ି ଉପରେ କରାଯାଇଥିବା ଆକ୍ରମଣରେ ମଧ୍ୟ ସେ ସହଯୋଗ କରିଥିଲେ । ଏହି ଆକ୍ରମଣରେ ୮ଜଣ ‘ସିଆରପିଏଫ୍’ ଯବାନ ସହିଦ ହୋଇଥିଲେ ଓ ଆଉ ୨୨ଜଣ ଯବାନ ଆହତ ହୋଇଥିଲେ ।
मुंबई हमले के मास्टरमाइंड साजिद मीर को अज्ञात व्यक्ति ने पाकिस्तान की जेल में दिया जहर
२००९ में मुंबई हमले का मास्टरमाइंड साजिद मीर मौत के करीब है। लश्कर ए तैयबा के इस खूंखार आतंकी को पाकिस्तान के डेरा गाजी की जेल में किसी अज्ञात व्यक्ति ने जहर दे दिया है। इससे आतंकी साजिद मीर की हालत बहुत ही गंभीर हो गई है। इसे हाल ही में लाहौर की जेल से डेरा गाजी की जेल में लाया गया था। पाकिस्तानी खुफिया एजेंसी आईएसआई का बहुत ही चहेता आतंकी है। यही वजह पाकिस्तान की सेना ने एयरलिफ्ट करके केंद्रीय सैन्य अस्पताल बहबलपुर में इलाज के लिए लाया गया है।
रसोईए ने दिया जहर
आईएसआई ने अपने लड़ाले आतंकी को जेल में रखने के लिए खास इंतजाम किए थे। आतंकी के लिए जेल में खाना बनाने के लिए रसोइयां रखा गया था। वह हर दिन इस आतंकी के लिए खाना बनाया और खिलाया करता था। यह रसोइया रोजाना ही बाहर से आता और जाता था। अब यह गायब है। पाकिस्तानी की खुफिया एजेंसी रसोइए को बड़ी सरगर्मी से तलाश कर रही है। यह माना जा रहा है कि रसोईए ने ही आतंकी साजिद मीर को जहर दिया है।
स्त्रोत : पत्रिका
Comments
Post a Comment